ଇନୁ Inu

  • ପ୍ରାଦେ. (ସମ୍ବଲପୁର) ଅ — ଏଣୁ; ଏହିଯୋଗୁ — For this
  • ପ୍ରାଦେ. (ସମ୍ବଲପୁର) ଅ — ଏ ଦିଗରୁ — From this side
  • ପ୍ରାଦେ. (ସମ୍ବଲପୁର) ଅ — ଏହିଠାରୁ — Hence; from this place