ଇଥର୍ Ithar
- ବୈଦେ. ବି (ଇଂ. ଇଥର୍) — ଆକାଶବ୍ୟାପୀ ବାଷ୍ପମୟ ସୂକ୍ଷ୍ମପଦାର୍ଥବିଶେଷ — Ether
- ବୈଦେ. ବି (ଇଂ. ଇଥର୍) — [ ଦ୍ର — ପୃଥବୀର ଚାରିପାଖେ ବେଢ଼ିଥିବା ବାୟୁମଣ୍ଡଳକୁ ଛାଡ଼ି ଶୂନ୍ୟମଣ୍ଡଳଟି ଇଥର୍ରେ ପୂର୍ଣ୍ଣ ଥିବା ବିଷୟ ଆଧୁନିକ ପଣ୍ଡିତମାନେ ସିଦ୍ଧାନ୍ତ କରିଅଛନ୍ତି।]
- ବୈଦେ. ବି (ଇଂ. ଇଥର୍) — ଏକପ୍ରକାରର ରାସାୟନିକ ବାଷ୍ପ ଓ ଦ୍ରବ (ଯାହା ଶୀଘ୍ର ଉଡ଼ିଯାଏ) — Rectified spirit
- ପ୍ରାଦେ. (ସମ୍ବଲପୁର) ଅ. — ଆଜିକାଲି; ବର୍ତ୍ତମାନ