ଇଟାଳିଆ Iṭāḻiā

  • ଦେ. ବିଣ. — ଇଟା ପରି ଫକା ରଙ୍ଗଯୁକ୍ତ — Of the colour of brick
  • ଦେ. ବିଣ. — ନାଚେ ଇଟାଳିଆ ଫେନିଳ ତରଙ୍ଗ, ଯେହ୍ନେ ଚିହ୍ନା ହୟ କେଶର ସ୍ୱରଙ୍ଗ। ଅଜୟ ଚନ୍ଦ୍ର. ଶ୍ୱେତଦ୍ୱୀପବୀଣା।
  • ଦେ. ବିଣ. — ଇଟା ପରି ଟାଣୁଆ — As hard as brick