ଇଚ୍ଛା Ichchhā
- ସଂ. ବି. ସ୍ତ୍ରୀ (ଇଷ୍ ଧାତୁ=ଇଚ୍ଛା କରିବା+ଭାବ.ଅ+ସ୍ତ୍ରୀ. ଆ) — ଆକାଙ୍କ୍ଷା; ବାଞ୍ଛା — Will; desire; wish
- ସଂ. ବି. ସ୍ତ୍ରୀ (ଇଷ୍ ଧାତୁ=ଇଚ୍ଛା କରିବା+ଭାବ.ଅ+ସ୍ତ୍ରୀ. ଆ) — ଉଦ୍ଦେଶ୍ୟ — Aim; intention
- ସଂ. ବି. ସ୍ତ୍ରୀ (ଇଷ୍ ଧାତୁ=ଇଚ୍ଛା କରିବା+ଭାବ.ଅ+ସ୍ତ୍ରୀ. ଆ) — ସ୍ପୃହା; ଉତ୍ସାହ — Zeal
- ସଂ. ବି. ସ୍ତ୍ରୀ (ଇଷ୍ ଧାତୁ=ଇଚ୍ଛା କରିବା+ଭାବ.ଅ+ସ୍ତ୍ରୀ. ଆ) — ପ୍ରବୃତ୍ତି — Inclination; volition
- ଦେ. ବି. — ଇଚ୍ଛାବତୀର ଡାକ ନାମ — A name for calling ichchhābatī