ଇଚ୍ଛକ Ichchhaka

  • ସଂ. ବିଣ. ପୁଂ (ଇଷ୍ ଧାତୁ=ଇଚ୍ଛାକରିବା+କର୍ତ୍ତୃ. ଅକ) — ଯେ ଇଚ୍ଛାକରେ; ଉତ୍ସାହୀ; ଇଚ୍ଛୁକ — one who desires
  • ସଂ. ବିଣ. ପୁଂ (ଇଷ୍ ଧାତୁ=ଇଚ୍ଛାକରିବା+କର୍ତ୍ତୃ. ଅକ) — ଟଭାଲେମ୍ବୁ — Orange