ଇଙ୍ଗ Iṅga

  • ସଂ. ବିଣ. (ଇଙ୍ଗ ଧାତୁ=ଗମନ କରିବା+ଭାବ.ଅ) — ଜଙ୍ଗମ; ଚଳନଶୀଳ — Moving; making motion
  • ସଂ. ବିଣ. (ଇଙ୍ଗ ଧାତୁ=ଗମନ କରିବା+ଭାବ.ଅ) — ଅଦ୍ଭୁତ — wonderful
  • ସଂ. ବି. — ଅଭିପ୍ରାୟାନୁରୂପେ ଚେଷ୍ଟା; ଇଙ୍ଗିତ; ଠାରିବା — Beckoning; signal
  • ସଂ. ବି. — ଜ୍ଞାନ — Knowledge