ଇଆର Iār

  • ବୈଦେ. ବି. (ଫା.ୟାର୍; ତୁଳ—ସଂ. ଜାର) — ଉପପତି; ବିଟପୁରୁଷ; ଜାର — A paramour
  • ବୈଦେ. ବି. (ଫା.ୟାର୍; ତୁଳ—ସଂ. ଜାର) — ମଉଜୀସାଙ୍ଗ — A boon companion