ଇଆଦ୍ Iād

  • ବୈଦେ. ବି—(ଫା. ୟାଦ୍) — ସ୍ମରଣ; ମନେ ପକାଇବା — Remembrance; recollection
  • ବୈଦେ. ବି—(ଫା. ୟାଦ୍) — ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି ଜିନଦିଗି ଭରି ସେ ଇଆଦ୍ କରୁଥିବ—ଫକୀରମୋହନ. ଛମାଣଆଠଗୁଣ୍ଠ।