ଇଁଟଲା Iñṭalā
- ପ୍ରାଦେ. (ସମ୍ବଲପୂର) ବି — ଖନ୍ଦା; ଅହିଆ; ଅସ୍ଥାୟୀ ଲମ୍ବ ଚୁଲ୍ଲୀ — A temporary and long oven dug up on festive occasions to cook rice etc for hundreds of people
- ପ୍ରାଦେ. (ସମ୍ବଲପୂର) ବି — [ଦ୍ର—ବିବାହାଦି ଉପଲକ୍ଷରେ ବହୁଲୋକଙ୍କ ପାଇଁ ଅନ୍ନାଦି ରନ୍ଧାଯିବା ସକାଶେ ପହଣି ପରି ଖୋଳାଯିବା ଲମ୍ବ ଚୁଲ୍ଲୀ; ଯାହା ଉପରେ ଧାଡ଼ି ହୋଇ ବହୁତ ହାଣ୍ଡି ବସି ପାରେ।]