ଆୟା Āyā
- ଦେ. ବି. ସ୍ତ୍ରୀ — ଧାତ୍ରୀ; ଉପମାତା — Nurse
- ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ଦାସୀ — Waiting maid; ladies maid
- ଦେ. ବି. ସ୍ତ୍ରୀ — ଶିଶୁମାନଙ୍କୁ ପାଳିବା ଦାସୀ — A maid servant to watch children
- ଦେ. ବି. ସ୍ତ୍ରୀ — [ଦ୍ର— ଏ ଶବ୍ଦ ଇଂରାଜୀ ଭାଷାରେ ମଧ୍ୟ ଚଳିଲାଣି।]
- ପ୍ରାଦେ. (ବସ୍ତର) ବି — ମାଆ; ମାତା — Mother