ଆୟାତ Āyāta

  • ସଂ. ବିଣ. (ଆ=ବିପରୀତାର୍ଥ+ଯା ଧାତୁ=ଯିବା+କର୍ତ୍ତୃ. ତ) ଆଗତ; ଆସିଥିବା — Come; arrived
  • ସଂ. ବିଣ. (ଆ=ବିପରୀତାର୍ଥ+ଯା ଧାତୁ=ଯିବା+କର୍ତ୍ତୃ. ତ) ମିଳିଥିବା; ପାପ୍ତ — Received
  • ସଂ. ବି. (+ଭାବ. ତ) — ଆଗମନ — Arrival
  • ସଂ. ବି. (+ଭାବ. ତ) — ପ୍ରାପ୍ତି — Receipt