ଆୟସ୍ତ Āyasta

  • ସଂ. ବିଣ. (ଆ+ଯସ୍ ଧାତୁ+କର୍ମ. ତ) — ଶାଣିତ; ଦାଢ଼ୁଆ — Whetted
  • ସଂ. ବିଣ. (ଆ+ଯସ୍ ଧାତୁ+କର୍ମ. ତ) — ନିକ୍ଷିପ୍ତ — Cast; thrown
  • ସଂ. ବିଣ. (ଆ+ଯସ୍ ଧାତୁ+କର୍ମ. ତ) — ପୀଡ଼ିତ — Distressed; pained