ଆୟସୀ Āyasī

  • ସଂ. ବି. ସ୍ତ୍ରୀ. (ଅୟଃ+ଅ+ସ୍ତ୍ରୀ. ଈ) — ଲୌହମୟ କବାଟ — Iron door
  • ସଂ. ବି. ସ୍ତ୍ରୀ. (ଅୟଃ+ଅ+ସ୍ତ୍ରୀ. ଈ) — ବର୍ମ — Arm of iron