ଆୟତ Āyata

  • ସଂ. ବି. (ଆ+ଯମ୍ ଧାତୁ=ବଡ଼ ହେବା+କର୍ତ୍ତୃ. ତ) — ସମକୋଣୀ ସମାନ୍ତରାଳ କ୍ଷେତ୍ର — A rectangular parallelogram; an oblong; rectangle
  • ସଂ. ବିଣ — ବିସ୍ତୃତ; ବିଶାଳ; ଦୀର୍ଘ — Extended; long
  • ସଂ. ବିଣ — ପ୍ରବୃଦ୍ଧ; ଆକୃଷ୍ଟ — Attracted
  • ଦେ. ବି (ସଂ. ଆୟତ୍ତ) — ଅଧିକାର; ଆୟତ୍ତ; ଚାରା; ବଳ — Control; power
  • ଦେ. ବି (ସଂ. ଆୟତ୍ତ) — କ୍ଷେତ୍ରଫଳ; ଆୟତନ — Area
  • ଦେ. ବି (ସଂ. ଆୟତ୍ତ) — ଶତେ ଯୋଜନଟି ହୋଇବ ତା ଆୟତ । କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ — ଅଧୀନ; ଆୟତ୍ତ — Subject to; manageable by; under the control of