ଆୟତନ Āyatana

  • ସଂ. ବି. (ଆ+ଯତ୍ ଧାତୁ=ଯତ୍ନ କରିବା+ଅଧିକରଣ. ଅନ) — ଯଜ୍ଞବେଦୀ; ଯଜ୍ଞସ୍ଥାନ — Sacrificial altar; sacerdotal altar
  • ସଂ. ବି. (ଆ+ଯତ୍ ଧାତୁ=ଯତ୍ନ କରିବା+ଅଧିକରଣ. ଅନ) — ସ୍ଥାନ; ବିଶ୍ରାମ ସ୍ଥାନ — Place
  • ସଂ. ବି. (ଆ+ଯତ୍ ଧାତୁ=ଯତ୍ନ କରିବା+ଅଧିକରଣ. ଅନ) — ପରିମାଣ; ଦୀର୍ଘ ଓ ପ୍ରତି — Dimensions of a thing; length and breadth of a surface; superficial area
  • ସଂ. ବି. (ଆ+ଯତ୍ ଧାତୁ=ଯତ୍ନ କରିବା+ଅଧିକରଣ. ଅନ) — ଅବସ୍ଥିତି; ବିସ୍ତୃତି — Extent
  • ସଂ. ବି. (ଆ+ଯତ୍ ଧାତୁ=ଯତ୍ନ କରିବା+ଅଧିକରଣ. ଅନ) — ସୀମା — Boundary