ଆଡ଼ମୁହୀଁ Āṟḍ̠amuhīñ

  • ଦେ. ବିଣ. ସ୍ତ୍ରୀ — ଆଡ଼ମୁହାଁର ସ୍ତ୍ରୀଲିଙ୍ଗ
  • ଦେ. ବି. — ଆଡ଼ମୁହଁ (ଦେଖ)
  • ଦେ. ବି. — ଦୋମୁହୀଁ ଆଡ଼ମୁହିଁ ଯେ ଲଙ୍କମୁହିଁ ଭରା–ପୀତାମ୍ବର, ନୃସିଂହପୁରାଣ।