ଆଡ଼ତିଆ Āṟḍ̠atiā
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ଗୃହ କର୍ମ କରିବାରେ ଦକ୍ଷ ବା ନିପୁଣ
- ଦେ. ବି. — ଆଡ଼ତ୍ଦାର (ଦେଖ) — Āṟḍ̠atdār (See)
- ଦେ. ବି. — ଡଗର; ଚାର; ଦୂତ — Messenger
- ଦେ. ବି. — (ଆଡ଼ତିଆଣି–ସ୍ତ୍ରୀ)
- ଦେ. ବି. — ତୁମ୍ଭଙ୍କୁ ପେଶିଅଛଇ ଆଡ଼ତିଆପଣେ—ମହାଦେବ, ମାର୍କଣ୍ଡେୟପୁରାଣ।
- ଦେ. ବି. — ଆଦେଶବହ ଭୃତ୍ୟ; ଅର୍ଦ୍ଦଳୀ; ପାଖଲୋକ; ପିଆଦା — Peon; an orderly servant
- ଦେ. ବି. — ପାଇଟିଆଳ; ସାମାନ୍ୟ ଗୃହକର୍ମ କରିବାପାଇଁ ନିଯୁକ୍ତ ଭୃତ୍ୟ; ଟହଲିଆ — Menial servant