ଆହେ Āhe

  • ଦେ. ଅ. (ସଂ. ଅହୋ) — ସମ୍ବୋଧନସୂଚକ ଗୌରବାର୍ଥକ ମାନ୍ୟ ବ୍ୟକ୍ତିଙ୍କଠାରେ ପ୍ରଯୁଜ୍ୟ—ହେ — Interjection applied to respected persons-Oh Sir!
  • ଦେ. ଅ. (ସଂ. ଅହୋ) — ଆହେ ଜନ୍ମେଜୟ ସନ୍ଦେହ ଏଥି ନାହିଁ— କୃଷ୍ଣସିଂହ, ମହାଭାରତ. ଆଦି।