ଆହୃତ Āhṛuta
- ସଂ. ବିଣ. (ଆ+ହୃ ଧାତୁ=ହରଣ କରିବା; ନେବା+କର୍ମ. ତ) — ଆୟୋଜିତ — Collected
- ସଂ. ବିଣ. (ଆ+ହୃ ଧାତୁ=ହରଣ କରିବା; ନେବା+କର୍ମ. ତ) — ସଞ୍ଚିତ; ସଂଗୃହୀତ — Gathered; Stored in
- ସଂ. ବିଣ. (ଆ+ହୃ ଧାତୁ=ହରଣ କରିବା; ନେବା+କର୍ମ. ତ) — ଆନୀତ — Brought in; seized
- ସଂ. ବିଣ. (ଆ+ହୃ ଧାତୁ=ହରଣ କରିବା; ନେବା+କର୍ମ. ତ) — ସଂକଳିତ — Compiled
- ସଂ. ବିଣ. (ଆ+ହୃ ଧାତୁ=ହରଣ କରିବା; ନେବା+କର୍ମ. ତ) — ନୀତ — Taken away