ଆହର Āhara

  • ସଂ. ବି. (ଆ+ହୃ ଧାତୁ =ହରଣ କରିବା+ ଭାବ. ଅ) — ଆହରଣ (ଦେଖ) — Āharaṇa (See)
  • ସଂ. ବିଣ. (+କର୍ତ୍ତୃ. ଅ) — ଆହରଣକାରୀ; ସଞ୍ଚୟକାରୀ — One who collects or gathers