ଆସ୍ଥା Āsthā
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ନିର୍ଭର; ଅବଲମ୍ବନ; ଆଶ୍ରୟ — Dependence; refuge; resort; prop; stay
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ଶ୍ରଦ୍ଧା; ବିଶ୍ୱାସ — Trust; reliance; confidence; faith; regard; respect
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ଯତ୍ନ — Care
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — (+ଅଧିକରଣ. ଅ)—ସଭା — Gathering; a meeting
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ସ୍ଥାନ — Place
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ସ୍ଥିତି — Position
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ଅପେକ୍ଷା — Waiting; depending on
- ସଂ. ବି. ସ୍ତ୍ରୀ (ଆ+ସ୍ଥା ଧାତୁ+ଆଦାୟ କରିବା+ଭାବ. ଅ; +ସ୍ତ୍ରୀ. ଆ) — ନିଷ୍ଠା; ମନୋଯୋଗ — Attention