ଆସେସର Āsesar

  • ବୈଦେ. ବି (ଇଂ. ଆସ୍ସେସ୍ସର୍) — ଯେଉଁ ବ୍ୟକ୍ତି ଦଉରା ମକଦ୍ଦମାରେ ଜଜ୍ ସାହେବଙ୍କ ପାଖରେ ବସି ଅପରାଧୀ ବ୍ୟକ୍ତିର ଅପରାଧ ସମ୍ବନ୍ଧେ ମତ ଦିଏ — Assessor in a session's case
  • ବୈଦେ. ବି (ଇଂ. ଆସ୍ସେସ୍ସର୍) — [ଦ୍ର—ଆସେସର୍ ଓ ଜୁରି (ଜୋଡ଼ି) ମଧ୍ୟରେ ପ୍ରଭେଦ ଏହି କି ଆସେସର୍ଙ୍କ ମତ ଜଜ୍ସାହେବ ମାନିବାକୁ ବାଧ୍ୟ ନୁହନ୍ତି; କିନ୍ତୁ ଜୁରିଙ୍କ ମତ ଗ୍ରହଣ କରିବାକୁ ଜଜ୍ ବାଧ୍ୟ।]
  • ବୈଦେ. ବି (ଇଂ. ଆସ୍ସେସ୍ସର୍) — ସରକାର ତରଫରୁ ପ୍ରଜାଙ୍କ ଉପରେ ଶୁଳ୍କ ବା ଟିକସ ବସାଇବାକୁ ନିଯୁକ୍ତ ବ୍ୟକ୍ତି — An assessor of tax
  • ବୈଦେ. ବି (ଇଂ. ଆସ୍ସେସ୍ସର୍) — (ଯଥା—ମିଉନିସିପାଲ ଆସେସର୍; ଇନ୍କମ୍ ଟାକ୍ସ ଆସେସର୍)