ଆସୁର Āsura
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ଅସୁରସମ୍ବନ୍ଧୀୟ — Relating to demons; demonaic
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ନିନ୍ଦିତ; ଘୃଣ୍ୟ — Vile
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ଦୁଷ୍ଟ; ଧୂର୍ତ୍ତ — Malignant
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ଅପବିତ୍ର; ଅଶୁଚି — Impure
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ଅହିତକର — Not beneficial
- ସଂ. ବିଣ (ଅସୁର=ରାକ୍ଷସ+ସମ୍ବନ୍ଧ. ଅ) — ଭୟଙ୍କର — Frightful
- ସଂ. ବି. — ବିଟଲୁଣ — A kind of salt