ଆସୁରୀ Āsurī
- ସଂ. ବି. ସ୍ତ୍ରୀ. (ଅସୁର+ଅ+ସ୍ତ୍ରୀ. ଈ) — ଅସୁରବତ୍ ଆଚାର — Demoniac conduct
- ସଂ. ବି. ସ୍ତ୍ରୀ. (ଅସୁର+ଅ+ସ୍ତ୍ରୀ. ଈ) — ରାଇସୋରିଷ — Rye
- ସଂ. ବି. ସ୍ତ୍ରୀ. (ଅସୁର+ଅ+ସ୍ତ୍ରୀ. ଈ) — ବିଟଲବଣ — A mineral salt with a very bad odour
- ସଂ. ବି. ସ୍ତ୍ରୀ. (ଅସୁର+ଅ+ସ୍ତ୍ରୀ. ଈ) — ବୈଦିକ ଛନ୍ଦୋବିଶେଷ — Name of a Ba̲i̱dika metre
- ସଂ. ବିଣ. ସ୍ତ୍ରୀ — ଆସୁରର ସ୍ତ୍ରୀଲିଙ୍ଗ — Feminine of Āsura