ଆଷାଢ଼ା Āshāṟḍ̠ẖā

  • ସଂ. ବି. (ଆ+ସହ୍ ଧାତୁ=ସହ୍ୟ କରିବା+କର୍ତ୍ତୃ. ଅ; +ସ୍ତ୍ରୀ. ଆ) — ପୂର୍ବାଷାଢ଼ା ନକ୍ଷତ୍ର — The 20th asterism
  • ସଂ. ବି. (ଆ+ସହ୍ ଧାତୁ=ସହ୍ୟ କରିବା+କର୍ତ୍ତୃ. ଅ; +ସ୍ତ୍ରୀ. ଆ) — ଉତ୍ତରାଷାଢ଼ା ନକ୍ଷତ୍ର — The 1st asterism