ଆଶ୍ରବ Āṡraba
- ସଂ. ବି. (ଆ+ଶ୍ରୁ ଧାତୁ=ଶୁଣିବା; ପ୍ରତିଜ୍ଞା କରିବା+ଭାବ. ଅ) — ପ୍ରତିଜ୍ଞା — Vow
- ସଂ. ବି. (ଆ+ଶ୍ରୁ ଧାତୁ=ଶୁଣିବା; ପ୍ରତିଜ୍ଞା କରିବା+ଭାବ. ଅ) — ଅଙ୍ଗୀକାର — Promise
- ସଂ. ବି. (ଆ+ଶ୍ରୁ ଧାତୁ=ଶୁଣିବା; ପ୍ରତିଜ୍ଞା କରିବା+ଭାବ. ଅ) — ସ୍ୱୀକାର — Consent; agreement
- ସଂ. ବି. (ଆ+ଶ୍ରୁ ଧାତୁ=ଶୁଣିବା; ପ୍ରତିଜ୍ଞା କରିବା+ଭାବ. ଅ) — କ୍ଳେଶ — Trouble
- ସଂ. ବିଣ. (+କର୍ତ୍ତୃ. ଅ) — ବଶ୍ୟ; ଆୟତ୍ତାଧୀନ — Subservient
- ସଂ. ବିଣ. (+କର୍ତ୍ତୃ. ଅ) — କଥାରେ ବାଧ୍ୟ — Obedient