ଆଶିତ Āṡita
- ସଂ. ବିଣ. — (ଆ+ଅଶ୍ ଧାତୁ= ଖାଇବା+କର୍ମ. ତ)= ଭୁକ୍ତ; ଭକ୍ଷିତ; ଅଶିତ — Eaten; partaken
- ସଂ. ବିଣ. — (+କର୍ତ୍ତୃ. ତ)—ଭୋଜନଦ୍ୱାରା ତୃପ୍ତ — Satisfied with the meal
- ସଂ. ବିଣ. — ଯେ ଖାଇଥାଏ — Having already taken food
- ସଂ. ବି. (+ଭାବ. ତ) — ଭୋଜନ — Eating
- ସଂ. ବି. (+ଭାବ. ତ) — ତୃପ୍ତି — Satisfaction after meal