ଆଶା Āṡā
- ସଂ. ବି. ସ୍ତ୍ରୀ (ଆ=ସମ୍ୟକ୍+ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ); ଯାହା ସର୍ବତୋଭାବେ ବ୍ୟାପେ — ବାଞ୍ଛା; ଇଚ୍ଛା; ଦୀର୍ଘତୃଷ୍ଣା — Hope; expectation; desire
- ସଂ. ବି. ସ୍ତ୍ରୀ (ଆ=ସମ୍ୟକ୍+ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ); ଯାହା ସର୍ବତୋଭାବେ ବ୍ୟାପେ — ଦିଗ — Quarter
- ସଂ. ବି. ସ୍ତ୍ରୀ (ଆ=ସମ୍ୟକ୍+ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ); ଯାହା ସର୍ବତୋଭାବେ ବ୍ୟାପେ — ଭରସା — Trust; confidence
- ସଂ. ବି. ସ୍ତ୍ରୀ (ଆ=ସମ୍ୟକ୍+ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ); ଯାହା ସର୍ବତୋଭାବେ ବ୍ୟାପେ — ଦକ୍ଷ ପ୍ରଜାପତିଙ୍କ କନ୍ୟା — One of the daughters of Dakshya Prajāpati
- ବୈଦେ. ବି. (ଆ=ଆସା) — ଆଶାବାଡ଼ି (ଦେଖ) — Āṡābāṟḍ̠i (See)