ଆଳୁକା Āḻukā
- ଦେ. ବି — ପୁଳାଏ ଧାନଗଛକୁ ମୂଳରୁ କାଟି ଉକ୍ତରୁପେ ମୂଳକଟା ଦୁଇବିଡ଼ା ଗଛକୁ ପରସ୍ପର ବିପରୀତ ଦିଗରୁ ଗଇଣ୍ଠାଇ ଧାନ କଟାଳିମାନେ ଅଗକଟା ଧାନ ଗୋଛାକୁ ଯାହାଦ୍ୱାରା ହଳା ବାନ୍ଧନ୍ତି — Two bunches of paddy-plants knotted into a string by which the sheaves of paddy are tied together
- ଦେ. ବି — [ଦ୍ର—ହଳାଯାକ ଗୃହସ୍ୱାମୀର ଖଳାକୁ ବହିନେଇ ସେଠାରେ ଧାନକଟାଳିମାନେ 'ମୁକୁଳ' ନେବା ସମୟରେ ଏହି 'ଆଳୁକା'କୁ ଲାଭ ସ୍ୱରୂପ ନିଅନ୍ତି।]
- ଦେ. ବି — କଳେଇ-ଗଦାର ଅଗରେ ଲେଉଟାଇ ବସାଇ ଦିଆଯାଇ- ଥିବା କଳେଇ ବିଡ଼ା — A sheaf of paddy turned upside down and placed upon a paddy rick