ଆଳାପୀ Āḻāpī

  • ସଂ. ବିଣ. ପୁଂ. (ଆ+ଲାପି ଧାତୁ=କଥା କହୁବା+କର୍ତ୍ତୃ. ଇନ୍) — ଆଳାପପ୍ରିୟ — Sociable
  • ସଂ. ବିଣ. ପୁଂ. (ଆ+ଲାପି ଧାତୁ=କଥା କହୁବା+କର୍ତ୍ତୃ. ଇନ୍) — ଗଳ୍ପପ୍ରିୟ; ଗପଡ଼ି — Talkative
  • ଦେ. ବିଣ — ଆଳାପିଆ (ଦେଖ) — Āḻāpiā (See)