ଆଳତି Āḻati

  • ଦେ. ବି. (ସଂ. ଆରାତ୍ରିକ) — ଆରତି (ଦେଖ) — Ārati (See)
  • ଦେ. ବି. (ସଂ. ଆରାତ୍ରିକ) — ଦେଖାଇ ଦେଲା ତୋ ସଂହାର ମୂରତି ପ୍ରକୃତିର ସେହି କରାଳ ଆଳତି। ରାଧାନାଥ—ଚିଲିକା।