ଆଲୋ Ālo

  • ଦେ. ଅ. (ପ୍ରା. ହଲା) — ପରିଚିତ ସ୍ତ୍ରୀଲୋକ ପ୍ରତି ସମ୍ବୋଧନ — Oh! (addressed to females with whom one is familiar.)
  • ଦେ. ଅ. (ପ୍ରା. ହଲା) — ଆଲୋ ପାମରି ତାଙ୍କୁ ଦେଲୁ ତୁ ସଂହାରି—କୃଷ୍ଣସିଂହ. ମହାଭାରତ. ଆଦି।
  • ପ୍ରାଦେ. ବି. (ମେଦିନୀପୁର; ବଂ. ଆଲୋ) — ଆଲୁଅ; ଆଲୋକ — Light