ଆଲେକମ୍ Ālekam

  • ବୈଦେ. ଅ. (ଆ. ଆଲେକୂମ୍) — ମୁଷଳମାନଙ୍କର 'ସଲାମ' ଶବ୍ଦର ପ୍ରତ୍ୟୁତ୍ତର ବାଣୀ ଶବ୍ଦ — A greeting made in return to a Salam of a Mahomedan