ଆଲୀନ Ālīna

  • ସଂ. ବିଣ. (ଆ+ଲୀ ଧାତୁ=ଲୀନ ହେବା+କର୍ତ୍ତୃ. ତ) — ବ୍ୟାପ୍ତ — Suffused
  • ସଂ. ବିଣ. (ଆ+ଲୀ ଧାତୁ=ଲୀନ ହେବା+କର୍ତ୍ତୃ. ତ) — ଲୟପ୍ରାପ୍ତ — Extinguished