ଆଲିଆ Āliā

  • ଦେ. ଅ. (ଜାହାଜିଆ ଶବ୍ଦ) — ପାଲ ଏକାବେଳେକେ ଉଠାଇ ଦେବାର ପ୍ରୟୋଜନ ହେଲେ ନାହୁରିମାନେ ଏ ଶବ୍ଦ ବ୍ୟବହାର କରନ୍ତି — (Nautical) Lift up the sail fully