ଆର୍ଷ Ārsta

  • ସଂ. ବିଣ. (ଋଷି=ମୁନି+କୃତାର୍ଥେ ବା ଉକ୍ତାର୍ଥେ. ଅ) — ଋଷିମାନଙ୍କ ପ୍ରଣୀତ (ପୁରାଣାଦି) — Composed by the Rishis or sages
  • ସଂ. ବିଣ. (ଋଷି=ମୁନି+କୃତାର୍ଥେ ବା ଉକ୍ତାର୍ଥେ. ଅ) — ଋଷିସମ୍ବନ୍ଧୀୟ — Pertaining to the Sages
  • ସଂ. ବିଣ. (ଋଷି=ମୁନି+କୃତାର୍ଥେ ବା ଉକ୍ତାର୍ଥେ. ଅ) — ଋଷିମାନଙ୍କ ଦ୍ୱାରା ପ୍ରବର୍ତ୍ତିତ — Authorised by the usage of the Rishis
  • ସଂ. ବି. — ବିବାହବିଶେଷ — A form of marriage