ଆରେ Āre
- ଦେ. ଅ. (ସଂ. ଅରେ) — ନୀଚ ବ୍ୟକ୍ତି ବା ପରିଚିତ ଲୋକଙ୍କୁ ସମ୍ବୋଧନ—ରେ! — Hallo! Hollo! oho! Ho! oh!
- ଦେ. ଅ. (ସଂ. ଅରେ) — ଏ ସମ୍ବୋଧନ ନିମ୍ନଲିଖିତ ସ୍ଥଳରେ ବ୍ୟବହୃତ ହୁଏ — :
- ଦେ. ଅ. (ସଂ. ଅରେ) — ଡାକିବାରେ — In calling
- ଦେ. ଅ. (ସଂ. ଅରେ) — ସ୍ମରଣାର୍ଥକ — In recollecting a matter
- ଦେ. ଅ. (ସଂ. ଅରେ) — ଆଶ୍ଚର୍ଯ୍ୟାର୍ଥକ — In wonder
- ଦେ. ଅ. (ସଂ. ଅରେ) — ପ୍ରଣୟ ବା ବାତ୍ସଲ୍ୟାର୍ଥକ — In attachment and affection
- ଦେ. ଅ. (ସଂ. ଅରେ) — [ଦ୍ର—ନିଜଠାରୁ ବୟସ ବା ପଦମର୍ଯ୍ୟାଦାରେ ଊଣା ବ୍ୟକ୍ତିକୁ ଏପରି ସମ୍ବୋଧନ କରାଯାଏ।]