ଆରାବ Ārāba

  • ସଂ. ବି (ଆ=ସମ୍ୟକ୍+ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଶବ୍ଦ — Sound; voice; tumult
  • ସଂ. ବି (ଆ=ସମ୍ୟକ୍+ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ଅନୁକାରୀ ଶବ୍ଦ — Imitative sound
  • ସଂ. ବି (ଆ=ସମ୍ୟକ୍+ରୁ ଧାତୁ=ଶବ୍ଦ କରିବା+ଭାବ. ଅ) — ପ୍ରତିଧ୍ୱନି — Echo