ଆରାଧନ Ārādhana

  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ଉପାସନା; ପ୍ରାର୍ଥନା; ପୂଜା — Worship; prayer; adoration
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ତୁଷ୍ଟିକରଣ — Prohibition
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ସେବା; ପରୀଚର୍ଯ୍ୟା — Service
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ଅଭ୍ୟାସ — Exercise
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ପାକ — Cooking
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ପ୍ରାପ୍ତି — Attainment
  • ସଂ. ବି. (ଆ=ବିଶେଷ+ରାଧି ଧାତୁ=ପ୍ରାର୍ଥନା କରିବା+ ଭାବ ଅନ) — ପୂଜାସାଧନ — Articles or materials for worship
  • ଦେ. ବି — ନେହୁରା — Solicitation
  • ଦେ. ବି — ଖୋସାମତ — Flattery