ଆମ୍ବ Āmba

  • ଦେ. ବି. (ସଂ. ଆମ୍ର) — ଆମ୍ରଫଳ ଓ ଗଛ — Mango tree and its fruit; magnifera indica
  • ଗ୍ରା. ବି. (ସଂ. ଆମ) — ଆମ; ଦେହର ଆମାଶୟ ଧାତୁ — Mucous slime