ଆମୋଦୀ Āmodī

  • ସଂ. ବିଣ. (ଆମୋଦ+ଇନ୍ ଅସ୍ତ୍ୟର୍ଥେ) — ହର୍ଷବିଶିଷ୍ଟ — Pleasurable
  • ସଂ. ବିଣ. (ଆମୋଦ+ଇନ୍ ଅସ୍ତ୍ୟର୍ଥେ) — ସୁଗନ୍ଧଜନକ — Sweet scented
  • ସଂ. ବିଣ. (ଆମୋଦ+ଇନ୍ ଅସ୍ତ୍ୟର୍ଥେ) — ଆମୋଦ କରିବା ଯାହାର ସ୍ୱଭାବ — Of pleasant habits