ଆମୁକ୍ତ Āmukta

  • ସଂ. ବିଣ. (ଆ+ମୁଚ୍ ଧାତୁ=ମୁକୁଳାଇବା; ବାନ୍ଧିବା+କର୍ମ. ତ) — ତ୍ୟକ୍ତ — Given up
  • ସଂ. ବିଣ. (ଆ+ମୁଚ୍ ଧାତୁ=ମୁକୁଳାଇବା; ବାନ୍ଧିବା+କର୍ମ. ତ) — ନିକ୍ଷିପ୍ତ — Thrown away
  • ସଂ. ବିଣ. (ଆ+ମୁଚ୍ ଧାତୁ=ମୁକୁଳାଇବା; ବାନ୍ଧିବା+କର୍ମ. ତ) — ଖୋଲା; ମୁକୁଳା — Open; dishevelled
  • ସଂ. ବିଣ. (ଆ+ମୁଚ୍ ଧାତୁ=ମୁକୁଳାଇବା; ବାନ୍ଧିବା+କର୍ମ. ତ) — ଧୃତ — Held
  • ସଂ. ବିଣ. (ଆ+ମୁଚ୍ ଧାତୁ=ମୁକୁଳାଇବା; ବାନ୍ଧିବା+କର୍ମ. ତ) — ଈଷତ୍ ମୁକ୍ତ — Half open