ଆଭୋଗ Ābhoga
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ପୂର୍ଣ୍ଣତା — Completeness
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ସମ୍ପୂର୍ଣ୍ଣ ଭୋଗ — Full enjoyment
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ସର୍ପର ଫଣା; ବରୁଣଚ୍ଛତ୍ର — The expanded hood of a serpent
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ବିସ୍ତୃତି; ବିସ୍ତାର — Expanse; extension
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ଧରଣୀ ସୀମାନ୍ତ ସେତୁପମ ଟଙ୍କ ଭୂମି ଦିଗନ୍ତେ ଶ୍ୟାମାୟମାନ ବିଶାଳ ଆଭୋଗେ। ରାଧାନାଥ, ମହାଯାତ୍ରା।
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — କବି ନାମରେ ଭଣିତା ହୋଇଥିବା ସଙ୍ଗୀତର ଚତୁର୍ଥ ଚରଣ — The fourth para of a song; concluded in the name of its composer
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ବିମର୍ଦ୍ଦ — Friction; rubbing
- ସଂ. ବି. (ଆ=ସମ୍ୟକ୍+ଭୃଜ୍ ଧାତୁ=ଭୋଗ କରିବା, ଭୋଜନ କରିବା; ପୂର୍ଣ୍ଣ ହେବା+ଭାବ. ଅ) — ଯତ୍ନ; ପ୍ରୟାସ — Exertion