ଆଭାଷ Ābhāsha

  • ସଂ. ବି. (ଆ+ଭାଷ୍ ଧାତୁ=କହିବା+ଭାବ. ଅ) — ଅବତରଣିକା; ମୁଖବନ୍ଧ; ଭୂମିକା — Preface; prologue; preamble
  • ସଂ. ବି. (ଆ+ଭାଷ୍ ଧାତୁ=କହିବା+ଭାବ. ଅ) — ଆଳାପ — Address
  • ସଂ. ବି. (ଆ+ଭାଷ୍ ଧାତୁ=କହିବା+ଭାବ. ଅ) — ଅନୁଷ୍ଠାନ — Institution