ଆଭରଣ Ābharana

  • ସଂ. ବି. (ଆ+ଭୃ ଧାତୁ=ଧାରଣ କରିବା+କରଣ; ଅନ.) — ଭୂଷଣ; ଅଳଙ୍କାର — Ornament
  • ସଂ. ବି. (ଆ+ଭୃ ଧାତୁ=ଧାରଣ କରିବା+କରଣ; ଅନ.) — ସମ୍ୟକ୍ ଭରଣ ପୋଷଣ — Careful upbringing