ଆବେଶନ Ābeṡana
- ସଂ. ବି. (ଆ+ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ. ଅନ) — ଶିଳ୍ପାଗାର — Factory
- ସଂ. ବି. (ଆ+ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ. ଅନ) — ସୂର୍ଯ୍ୟାଦିଙ୍କ ଚତୁର୍ଦ୍ଦିଗସ୍ଥ ପରିଧି — Halo or circle round the orbit of the sun
- ସଂ. ବି. (ଆ+ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ. ଅନ) — (+ଭାବ. ଅନ) ପ୍ରବେଶ — Entrance
- ସଂ. ବି. (ଆ+ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ. ଅନ) — ଭୂତାବେଶ — Possession by evil spirits
- ସଂ. ବି. (ଆ+ବିଶ୍ ଧାତୁ=ପ୍ରବେଶ କରିବା+ଅଧିକରଣ. ଅନ) — ରାଗ; କୋପ — Wrath; fit of anger