ଆବିସ୍ Ābis

  • ସଂ. ଅ. (ଆ=ସମ୍ୟକ୍+ଉ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଇସ୍ — ଏହି ଶବ୍ଦ କୃ ଧାତୁ ଓ ଭୂ ଧାତୁ ପୂର୍ବରେ ପ୍ରକାଶ ଅର୍ଥରେ କେବଳ ମାତ୍ର ବ୍ୟବହୃତ ହୁଏ) ପ୍ରକାଶ