ଆବାଳ Ābāḻa

  • ସଂ. ବି. (ଆ+ବଳ୍ ଧାତୁ=ଯିବା; ଖୋଳିବା+କର୍ମ. ଅ) — ଆଳବାଳ; ଗଛ ମୂଳରେ ପାଣି ଦେବା ପାଇଁ ମନ୍ଦା
  • ସଂ. ବି. (ଆ+ବଳ୍ ଧାତୁ=ଯିବା; ଖୋଳିବା+କର୍ମ. ଅ) — କ୍ରି. ବିଣ. (ଆ=ଅବଧି+ବାଳ)—
  • ସଂ. ବି. (ଆ+ବଳ୍ ଧାତୁ=ଯିବା; ଖୋଳିବା+କର୍ମ. ଅ) — ବାଲ୍ୟାବଧି