ଆବସଥ Ābasatha

  • ସଂ. ବି. (ଆ+ବସ୍ ଧାତୁ=ବାସ କରିବା +ଅଧିକରଣ ଅଥ; ଯହିଁରେ ଲୋକ ବାସ କରନ୍ତି) — ଅବସଥ (ଦେଖ) — Abasatha (See)
  • ସଂ. ବି. (ଆ+ବସ୍ ଧାତୁ=ବାସ କରିବା +ଅଧିକରଣ ଅଥ; ଯହିଁରେ ଲୋକ ବାସ କରନ୍ତି) — ବ୍ରତବିଶେଷ — Name of a religious austerity