ଆବଳି Ābaḻi
- ସଂ. ବି. ସ୍ତ୍ରୀ (ଆ+ବଳ୍ ଧାତୁ=ଗମନ କରିବା+ଭାବ. ଇ) — ଶ୍ରେଣୀ; ପଂକ୍ତି; ଧାଡ଼ି — Row; line
- ସଂ. ବି. ସ୍ତ୍ରୀ (ଆ+ବଳ୍ ଧାତୁ=ଗମନ କରିବା+ଭାବ. ଇ) — ସମୂହ — Collection
- ସଂ. ବି. ସ୍ତ୍ରୀ (ଆ+ବଳ୍ ଧାତୁ=ଗମନ କରିବା+ଭାବ. ଇ) — ବଂଶ — Lineage; family
- ସଂ. ବି. ସ୍ତ୍ରୀ (ଆ+ବଳ୍ ଧାତୁ=ଗମନ କରିବା+ଭାବ. ଇ) — ଏକସାଜ — A set; series